#ଉତ୍କଳ_ବିଶ୍ବବିଦ୍ୟାଳୟରେ_JNU_ମଡେଲ୍ !
#ପୁଣି_ଅଶାନ୍ତ_ବାଣୀବିହାର_କ୍ୟାମ୍ପସ
ଉତ୍କଳ ବିଶ୍ଵବିଦ୍ୟାଳୟରେ ଜେଏନୟୁ ତାତି । ବାଣୀବିହାରରେ ସକ୍ରିୟ ହେଲେ କି ଟୁକଡେ ଟୁକଡେ ଗ୍ୟାଙ୍ଗ ? ଉତ୍କଳ ବିଶ୍ଵବିଦ୍ୟାଳୟରେ ସିଟିଜେନ ଫୋରମ ପକ୍ଷରୁ ଏକ ସେମିନାର ଆୟଜନ ବେଳେ ଦେଶ ବିରୋଧୀ ନାରା ଅଭିଯୋଗ।
#ArgusNews #UtkalUniversity #Violence #Bhubaneswar #Odisha