ଗାଁ ରେ କାମ ନ ପାଇ ଲୋକେ ଦାଦନ ଖଟିବା ପାଇଁ ବାହାର କୁ ଯିବା ପାଇଁ ମନସ୍ଥ କରୁଥିବା ବେଳେ ବ୍ଲକ ପ୍ରଶାସନ ଲୋକଙ୍କୁ ଯୋଗାଇଲା କାମ। ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ପ୍ରଶାସନ ପକ୍ଷରୁ ହଳଦୀଡିହ ପଂଚାୟତ ଗୁହାଳୀ ଗ୍ରାମବାସୀ ଙ୍କୁ ମନରେଗା ଯୋଜନା ରେ ସାମିଲ କରିଛନ୍ତି
#Jajpur #Binjharpur #MGNREGA #ArgusNews