ଯଦି ଉଚିତ୍ ହିତାଧିକାରୀ ଆବାସ ଯୋଜନାନୁ ବଞ୍ଚିତ ହେଉଛନ୍ ତାହେଲ ଯୋଜନା କାହାର ଲାଗିର୍ ? ଘର ଦେବାର ବାହାନେ ପଞ୍ଚାୟତ ପ୍ରତିନିଧିମାନେ ଟଙ୍କା ନେଉଥିବା ଅଭିଯୋଗ ହେଉଛେ । ନା ହିଁ ଘର ମିଲୁଛେ ନା ହିଁ ଟଙ୍କା ଫିରଉଛନ୍ । ଥିଲାଵାଲାଙ୍କୁ ସବୁ କିଛି ସରକାରୀ ସୁବିଧା ମିଲୁଛେ ଆରୁ ନାଇ ଥିଲାଵାଲାକୁଁ କିହେ ନାଇ ପଚରାବା । କଲାହାଣ୍ଡିନୁ ଦେଖମା ଇ ରିପୋର୍ଟ
#Kalahandi #Junagarh #AwasYojana #OdishaGovt #ArgusNews