ମୁଣ୍ଡ ଉପରେ ଖରା ତାତି । ଆଉ ପାଦ ତଳେ ତତଲା ବାଲି । ପାଣି ପାଇଁ ଦେଢ କିମି ଚାଲି ଚାଲି ଯାତ୍ରା । ଚିନ୍ତା କଲେ ବି କଷ୍ଟ ଲାଗୁଛି । ହେଲେ ଏମାନଙ୍କ ପାଇଁ ନିତିଦିନିଆ । ଶୁଖିଯାଉଛି ଗଳା । ପାଣି ଟୋପାଏ ପାଇଁ ପଚାରିବାକୁ ନାହିଁ କିଏ?
#Summer #Water #Waterissue #drinkingwater #Kalahandi #Odisha #ArgusNews