ଚିକିତ୍ସାରେ ଅର୍ଥ ସାଜିଛି ବାଧକ । କେନ୍ଦୁଝର ଜିଲ୍ଲା ଯୋଡା ବ୍ଳକ ଅନ୍ତର୍ଗତ କଣ୍ଡରା ପଞ୍ଚାୟତ ଦାମପୁର ମୁଣ୍ଡା ସାହିର ସର୍ଦ୍ଦାର ମୁଣ୍ଡା । ୩ବର୍ଷ ତଳୁ ଅଜଣା ରୋଗରେ ପୀଡିତ । ସାହା ଭରସା ବୋଲି କେହି ନାହିଁ । ସାନ ଭଉଣୀ ମୂଲ ଲାଗିଲେ ଚଳୁଛି ପରିବାର । ଭାଇର ଚିକିତ୍ସା ପାଇଁ ଭଉଣୀ କରିଛନ୍ତି ଗୁହାରି
#Keonjhar #champua #needhelp #treatment #ArgusNews