HDFC ବ୍ୟାଙ୍କ ATM ଭାଙ୍ଗି ୧୫ ଲକ୍ଷ ଟଙ୍କା ଲୁଟିନେଲେ ଡକାୟତ !
ଖୋର୍ଦ୍ଧା ଜିଲ୍ଲାର ବାଣପୁର ଥାନା ଅଧିନସ୍ଥ ନାଚୁଣୀ ମାର୍କେଟ ଉପରେ ଥିବା HDFC ବ୍ୟାଙ୍କ ATM ଭାଙ୍ଗି ୧୫ ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି ଲୁଟେରା । ଦେଖନ୍ତୁ ଏହାର ସିସିଟିଭି ଫୁଟେଜ
#ArgusNews #Khordha #ATMLoot #CCTVFootage #HDFCBankATM #Odisha