କରୋନା ଆଣିଦେଇଛି, ଲକଡାଉନ୍, ସଟଡାଉନ୍ ଓ କର୍ଫ୍ୟୁର ପ୍ରଭାବ । ଯାହାକୁ ନେଇ ଅନଲାଇନରେ ଶିକ୍ଷାର ମାଧ୍ୟମ ଖୋଜିଛନ୍ତି ସରକାର । କିନ୍ତୁ ଶିକ୍ଷାର ବାସ୍ତବ ଚିତ୍ର ଅନେକ ସ୍ଥାନରେ ପ୍ରତିଫଳିତ ହୋଇଛି । କେଉଁଠି ପିଲାମାନଙ୍କ ପାଖରେ ମୋବାଇଲ ନାହିଁ ତ, ଆଉ କେଉଁଠି ମୋବାଇଲ ଥିଲେ ନେଟଓ୍ୱାର୍କ ନାହିଁ । ସୁବର୍ଣ୍ଣପୁର ଜିଲ୍ଲାରୁ ଆସିଛି ଶିକ୍ଷାର ଏହି ଦୟନୀୟ ଚିତ୍ର ।
#ArgusNews #ArgusOdia #CoronaLockdown #EffectOnEducation