#ଲକ୍ଷେ_ବଟି_ମାଗିଲେ_ନଦେବାରୁ_ମୁଣ୍ଡରେ_ପଥର_ଛେଚିଦେଲେ
ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇଶିଆଣିରେ ଘଟିଛି ଘଟଣା। ଠିକାଦାର ସଂସ୍ଥାର କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ। ଟଙ୍କା ନଦେବାରୁ ଅପହରଣ କରି ଅଧା ରାସ୍ତାରେ ଫିଙ୍ଗିଲେ। WATCOର ଜଳଯୋଗାଣ କାମ ଚାଲିଥିବା ବେଳେ ମାଗୁଥିଲେ ବଟି...।
#WATCO #Mancheswar #attack #complaining #Odisha #ArgusNews