ବିକାଶ ପହଞ୍ଚିବା ପରେ ମାଓ ସମସ୍ୟାର ସମାଧାନ ହୋଇଛି । ଏଭଳି କିଛି ଯୁକ୍ତି ରଖୁଛନ୍ତି ସରକାର । ହେଲେ ଦିନେ ମାଓବାଦୀଙ୍କ ଗଡ କୁହାଯାଉଥିବା ମୋହନା ବ୍ଳକ ମାନ୍ଦ୍ରାବାଜୁର ସ୍ଥିତିକୁ ଦେଖିଲେ ସରକାରଙ୍କ ଏହି ଯୁକ୍ତି ପଛରେ କୌଣସି ସତ୍ୟତା ନାହିଁ ତାହା ସ୍ପଷ୍ଟ ଅନୁମେୟ ।
#mohona #neglected #VillageProblem #Odisha #ArgusNews