ଆଜି ମାଟ୍ରିକ ପରୀକ୍ଷା। ଦୀର୍ଘ ୨ ବର୍ଷ ପରେ ଅଫଲାଇନରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ଗ୍ରୀଷ୍ମ ପ୍ରବହକୁ ଦୃଷ୍ଟିରେ ରଖି ପ୍ରଥମ ସିଟିଂରେ ହେବ ସବୁ ପରୀକ୍ଷା । ଚଳିତ ବର୍ଷ ପରୀକ୍ଷା ଦେବେ ୫ ଲକ୍ଷ ୮୫ ହଜାର ୭୩୦ ପରୀକ୍ଷାର୍ଥୀ ।
#matricexam2022 #10thexam #education #Odisha #ArgusNews