ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଅଞ୍ଚଳର ମାନସରଞ୍ଜନ ପାଣିଙ୍କ ପୁଅ ଶ୍ରୀତମ କୁମାର ପାଣି ନିଖୋଜ ଘଟଣାରେ ଏକ ସପ୍ତାହରୁ ଅଧିକ ସମୟ ବିତିଲାଣି । ହେଲେ ଏଯାଏ ତାଙ୍କର କୌଣସି ଖୋଜଖବର ମିଳିପାରିନାହିଁ । ପୁଅକୁ ଖୋଜି ଆଣିବାକୁ ଏସପିଙ୍କ ଦ୍ବାରସ୍ଥ ହେଲେ ବାପା ମାଆ
#Mayurbhanja #Kuliana #Missing #OdishaPolice #Baripada #Odisha #ArgusNews