#ଅଳିଆ_ଆବର୍ଜନା_ତଳେ_ଅଣନିଶ୍ଵାସୀ_ହୋଇପଡିଛନ୍ତି_ଉଦଳାବାସୀ
ଏହା ହେଉଛି ଉଦଳା ଏନଏସିର ଦୃଶ୍ୟ । ଯୁଆଡେ ଦେଖିବ କୁଢ କୁଢ ଅଳିଆ । ତୁଟି ପାରୁନି ବିବାଦ, ଉଠିପାରୁନି ଅଳିଆ । ଦୁର୍ଗନ୍ଧରେ ଫାଟିପଡୁଛି ପୂରା ସହର ।
#Mayurbhanja #Udala #Garbage #Odisha #ArgusNews