ମୀମିକ୍ରି କରି ଚର୍ଚ୍ଚାରେ କଟକର ସୌମ୍ୟ। ମୁଖ୍ୟମନ୍ତ୍ରୀଙ୍କ ହୁଅନ୍ତୁ କିମ୍ବା ନଟିଆ। ସମସ୍ତଙ୍କର ସେ ମୀମିକ୍ରି କରି ଲୋକମାନଙ୍କୁ ସୋସିଆଲ ମିଡିଆରେ ମନୋରଞ୍ଜନ କରନ୍ତି। ହାସ୍ୟ କଳାକାର ହୋଇ ସମସ୍ତଙ୍କୁ ହସେଇବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି।
#mimicry #funny #comedian #cuttack #Odisha #ArgusNews