#ଗୁଳିମାଡ଼_ଯୋଗୁଁ_ଗୁରୁତର_ନବ_ଦାସଙ୍କର_ଚାଲିଛି_ଭୁବନେଶ୍ବର_ଆପୋଲୋ_ହସପିଟାଲରେ_ଚିକିତ୍ସା
ଅବସ୍ଥା ଏବେବି ରହିଛି ସଂକଟାପନ୍ନ । ତେବେ ନବଙ୍କ ଜୀବନ ରକ୍ଷା ପାଇଁ ତତ୍ପରତା ଦେଖାଇଥିଲେ ସରକାର । ବ୍ରଜରାଜନଗରରରୁ ଭୁବନେଶ୍ବର ଆପୋଲୋକୁ ଆଣିବା ପାଇଁ କରାଯାଇଥିଲା ସ୍ବତନ୍ତ୍ର ବ୍ୟବସ୍ଥା ।
#ArgusNews #NabaDas #Gunshot #ASIGopalDas #policenegligence #Odisha #Bhubaneswar #treatment #ApolloHospitals