ଆମେ ଓଡ଼ିଆ, ଆଉ ଆମ ସଂସ୍କୃତି ପରମ୍ପରା ମହାନ। ଏହା ସହ ଆମ ଖାଦ୍ୟର ରହିଛି ଅନେକ ସ୍ବତନ୍ତ୍ରତା। ଏହାକୁ ନେଇ ବିଶ୍ବ ଦରବାରରେ ମଧ ଆମେ ପରିଚିତ। ସେହି ସ୍ବତନ୍ତ୍ରତାକୁ ନେଇ ଓଡ଼ିଶା ର ଖାଦ୍ୟ ଏବେ ବିଶ୍ବ ଦରବାରରେ ପାଇବ ନୂଆ ପରିଚୟ
#ArgusNews #OdishaFood #Culture #Odisha