#ଭୁବନେଶ୍ବର_ରାଜ୍ୟର_ସବୁଠୁ_ଉତପ୍ତ_ସହର
#ଆସନ୍ତା_୫_ଦିନ_ଆହୁରି_ଅସହ୍ୟ_ହେବ_ତାତି
ଅସହ୍ୟ ଗରମରେ ଛଟପଟ ହେଉଛି ସାରା ଓଡ଼ିଶା । ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି। ବର୍ଷା ଅଭାବରୁ ବଢୁଛି ତାତି। ଆସନ୍ତା ୫ ଦିନ ସ୍ବାଭାବିକ ଠାରୁ ୩-୫ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବ ତାପମାତ୍ରା। ୨୫, ୨୬, ୨୭ ତାରିଖରେ ଅଧିକ ତାପମାତ୍ରା ରହିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ
#BBSR #Weather #SummerSeason #Odisha #Argusnews