#ଏଥର_ବି_କୋଭିଡ_କଟକଣା_ଭିତରେ_ବସିବ_ବିଧାନସଭା
ବିଧାୟକ ଓ ବିଧାୟିକା ଏବଂ ସମସ୍ତ ବିଧାନସଭା କର୍ମଚାରୀଙ୍କ ସମେତ ସାମ୍ବାଦିକ ମାନଙ୍କର ହେବ କୋଭିଡ ଟେଷ୍ଟ। ପୂର୍ବ ବ୍ୟବସ୍ଥା ଅନୁଯାୟୀ ବିଧାୟକ ମାନଙ୍କ ବସିବା ପାଇଁ କରାଯାଇଛି ସ୍ଥାନ ନିରୂପଣ । ଚଳିତ ଥର 5 ଘଣ୍ଟା ରହିବ ଦୈନିକ ସମୟ ଅବଧି
#BBSR #Assembly #BJD #BJP #Congress #Odisha #ArgusNews