#ପୁଣି_ଥରେ_ବଡ଼_ଶିଳ୍ପାୟନର_ସ୍ୱପ୍ନ_ଦେଖାଇଲେ_ରାଜ୍ୟ_ସରକାର
#ଯୋଗ_ଦେଲେ_ଅଦାନୀ_ମିତ୍ତଲ_ଜିନ୍ଦଲ_ଭଳି_ବଡ଼_ବଡ଼_ଶିଳ୍ପପତି
ମେକଈନ ଓଡିଶା 2022 କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ସରକାରଙ୍କ ଶିଳ୍ପପତି ସମ୍ମିଳନୀ । ଲକ୍ଷ୍ମୀ ମିତ୍ତଲ, କରନ ଅଦାନୀ, ସଜ୍ଜନ ଜିନ୍ଦଲ, ନବୀନ ଜିନ୍ଦଲ, ଅନିଲ ଅଗ୍ରୱାଲଙ୍କ ଭଳି ପ୍ରମୁଖ ଶିଳ୍ପ ନେତୃବୃନ୍ଦଙ୍କୁ ନେଇ ଓଡିଶାକୁ ସମ୍ମିଳନୀ କରିଛନ୍ତି ରାଜ୍ୟ ସରକାର । ଏହି ବୈଠକରେ ଶିଳ୍ପ ପତି ମାନଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ଶିଳ୍ପ ନୀତିର ଆରମ୍ଭ କରାଯାଇଛି
#ArgusNews #MakeinOdisha #OdishaGovt #industrialization #Bhubaneswar #Odisha