ମୃତ ସରକାରୀ କର୍ମଚାରୀ ପରିବାର ମାନଙ୍କ ନିମନ୍ତେ ଉଦିଷ୍ଟ ପୁନଃ ଥଇଥାନ ଯୋଜନା କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ । ତରବାରିଆ ଭାବେ 17.02.20 ରେ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି 5651ରେ ପୁନଃ ନିଯୁକ୍ତି ନଦେବା ପାଇଁ ହେଇଥିବା ସରକାରଙ୍କ ବ୍ୟବସ୍ଥାକୁ ସଂଘ ବିରୋଧ କରିଛି
#ArgusNews #OSERAA #Strike #Bhubaneswar #OdishaGovt #Odisha