#ଭୋଟ୍_ପାଇଁ_ବିଜେଡିର_ନୋଟ୍_ଫଣ୍ଡା
#ଟଙ୍କା_ବାଣ୍ଟୁଛନ୍ତି_ବିଜେଡି_ପ୍ରାର୍ଥୀ_ବର୍ଷାଙ୍କ_ସିଂହ_ବରିହାଙ୍କ_ଭାଇ
ପଦମପୁରରେ ଭୋଟ୍ ପାଇଁ ବିଜେଡିର ନୋଟ୍ ଫଣ୍ଡା । ସରେଇକେଲାରେ ଟଙ୍କା ବାଣ୍ଟୁଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କ ଭାଇ । ଭୋଟ୍ ପିଛା ହଜାର ଟଙ୍କା ବାଣ୍ଟିବା ବେଳେ ବିରୋଧ କଲେ ଗାଁଲୋକେ।
#ArgusNews #padampur #padampurbypoll #padampurbyelection #BJD #MoneyDistrubution #Bargarh #Odisha