#ପଖାଳ_ସହ_ମାଛ_ଭଜା_ହେଲେ_ଖାଇବା_ଜମିଲା
ପଖାଳ ଖାଇ ବିଶ୍ଵ ପଖାଳ ଦିବସ ପାଳନ କଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଓ ରାଜ୍ୟ ସଭାପତି ସମୀର ମହାନ୍ତି । ସହିଦନଗର ପୂଜା ସମିତି ପକ୍ଷରୁ ପଖାଳ ଦିବସ ପାଳନ ଅବସରରେ ଦହି ପଖାଳ ସହ ୧୫ ପ୍ରକାର ର ଖାଦ୍ୟ ଖାଇଲେ ବିଜେପି ନେତା।
#ArgusNews #PakhalaDivas #JayaNarayanMishra #SamirMohanty #BJP #Bhubaneswar #Odisha