#ଯାତ୍ରୀଙ୍କ_ସୁରକ୍ଷାକୁ_ପ୍ରାଧାନ୍ୟ
#ତିନି_ଚକିଆ_ଯାନ_ଛାଡି_ସବୁ_ଗାଡିରେ_ଲାଗିବ_ପାନିକ୍_ବଟନ୍
ମୋ ବସ ଭିତରୁ କ୍ୟାନସର ରୋଗୀଙ୍କ ଟଙ୍କା ଚୋରି.. ମୋ ବସ ଭିତରୁ ମୋ ବାଇଲ ଚୋରି..ଯାତ୍ରୀ ବାହିରୁ ବସରୁ ନିଇତି ଆସୁଛି ଚୋରି ଓ ଦୁର୍ବ୍ୟବହାରର ଖବର.. ଏପରି ଘଟଣା ରୋକିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା.. କେନ୍ଦ୍ରର ନିର୍ଦ୍ଦେଶରେ ସବୁ ଯାତ୍ରୀ ବାହୀ ଗାଡିରେ ପରିବହନ ବିଭାଗ ଲଗାଇବ ସ୍ବତନ୍ତ୍ର ଡିଭାଇସି
#vehicle #panicbutton #installation #protection #passengers #locationtracker #transportdepartment #odishagovt #odisha #argusnews