#ପାରାଦୀପରେ_ଚାଞ୍ଚଲ୍ୟ
#ପୋଲିସ_ମୁଣ୍ଡରେ_ବନ୍ଧୁକ_ଲଗାଉଛନ୍ତି_ବିଜେଡ଼ି_ନେତା
ଟ୍ରକ ମାଲିକ ସଂଘ ଉପସଭାପତି ପ୍ରଦୀପ୍ତ ଗାହାଣ ଓ ସହଯୋଗୀ ପ୍ରମୋଦ ପ୍ରତିହାରୀ ପୋଲିସକୁ ବନ୍ଧୁକ ଦେଖାଇ ଦେଇଛନ୍ତି ଧମକ । ଗତକାଲି ରାତିରେ ପାରାଦୀପ ଗଡ଼ ନିକଟରେ ଆଇରନ୍ ବୋଝେଇ ଟ୍ରକ୍ ପାସକୁ ନେଇ ମୁହାଁମୁହିଁ ହୋଇଥିଲେ ଦୁଇ ବିଜେଡି ନେତା ଓ ପୋଲିସ ।
#ArgusNews #Paradeep #police #BJDMinister #FacetoFace #Gun #CMOOdisha #OdishaGovt #Odisha