#ଧାରଣା_ବେଳେ_ରୁଚିକାଙ୍କ_ମା_ଙ୍କୁ_ଉଠାଇ_ନେଲେ_ପୋଲିସ
ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା । ରୁଚିକାଙ୍କ ମାଆ ଓ ଅନ୍ୟ ଆନ୍ଦୋଳନକାରୀଙ୍କୁ ଘୋଷାଡ଼ି ଘୋଷାଡ଼ି ନେଲା ପୋଲିସ । ଆଜି ସକାଳୁ ରୁଚିକାଙ୍କ ମାଆଙ୍କ ସହ ଅନ୍ୟମାନେ କଲେଜ ଗେଟ୍ ସମ୍ମୁଖରେ ଆସି ଧାରଣା ଦେଇଥିଲେ ।
#RuchikaMohanty #DeathCase #bjbcollage #OdishaPolice #Justice #Odisha #ArgusNews