ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଲା ପ୍ରଶ୍ନବାଚୀ । ଉପରେ ଉଡିଲା ପ୍ରାଇଭେଟ୍ ଡ୍ରୋନ। ଭିଡିଓ ଫୁଟେଜର ପ୍ରତି ଆଙ୍ଗଲକୁ ୨୦ ହଜାର ଟଙ୍କା ଦାବି କରୁଛନ୍ତି ୟୁଟ୍ୟୁବର । ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଉଠିଲା ପ୍ରଶ୍ନବାଚୀ।
#ArgusNews #ShreeJagannathTemple #privatedrone #videofootage #security #puri #Odisha