#ଭଙ୍ଗା_ଦଦରା_ପୋଲରେ_ନଦୀ_ପାର
ବାଟବଣା ବିଜୁ ସେତୁ । ପୁରୀ କରମଳାଠାରେ ୨୦୧୮ରୁ ନିର୍ମାଣ କାର୍ଯ୍ୟ ଚାଲିଛି । ବ୍ରହ୍ମଗିରିରୁ କଣାସ ବ୍ଲକକୁ ସଂଯୋଗ କରିବ ଏହି ସେତୁ । ୮ କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ଦେଢ଼ ବର୍ଷ ମଧ୍ୟରେ ସାରିବାକୁ ନିର୍ଦେଶ ଥିଲା । କିନ୍ତୁ ୫ ବର୍ଷ ପରେ ବି ୩୦ ପ୍ରତିଶତ କାମ ମଧ୍ୟ କରିନାହିଁ ଠିକାଦାର । ମନମୁଖି କାର୍ଯ୍ୟ ପାଇଁ ପ୍ରତିଦିନ ବାଜିରେ ଲାଗୁଛି ଲୋକଙ୍କ ଜୀବନ ।
#ArgusNews #Puri #BijuSetu #BridgeIssue #Constructionwork #PublicIssue #Odisha