#ପ୍ରତାରଣା_ପାଲଟିଲା_ପ୍ରତିଶ୍ରୁତି
ଫନି ବାତ୍ୟାରେ ଘର ଭାଙ୍ଗିଲା । କିନ୍ତୁ ପଚାରିଲାନି ପ୍ରଶାସନ । ଏହା ପରେ ବନ୍ୟା ବି ଆସିଲା । ଘର ବୁଡ଼ିବା ସହ ଅଣ୍ଟାଏ ପାଣିରେ ଫଟୋ ଉଠାଇ ନେଲେ ସରକାରୀ ଅଧିକାରୀ । ୧୫ ଦିନରେ ଘର ମିଳିବ ବୋଲି ଦେଲେ ପ୍ରତିଶ୍ରୁତି । କିନ୍ତୁ ପ୍ରତାରଣା ପାଲଟିଲା ପ୍ରତିଶ୍ରୁତି ।
#ArgusNews #Puri #Kakatpur #AwasYojana #HomeLess #Helpless #Odisha