#ରୁଚିକା_ଆତ୍ମହତ୍ୟା_ଘଟଣା_ପରେ_ପୁଣି_ବିତର୍କରେ_ରାଗିଂ
#କାହିଁକି_ରାଜ୍ୟର_ଶିକ୍ଷା_ପ୍ରତିଷ୍ଠାନରେ_କଡାକଡି_ହେଉନି_ଆଣ୍ଟି_ରାଗିଂ_ରୁଲ୍ ?
ରୁଚିକା ଆତ୍ମହତ୍ୟା ଘଟଣା ପରେ ପୁଣି ବିତର୍କରେ ରାଗିଂ। କାହିଁକି ରାଜ୍ୟର ଶିକ୍ଷା ପ୍ରତିଷ୍ଠାନରେ କଡାକଡି ହେଉନି ଆଣ୍ଟି ରାଗିଂ ରୁଲ୍ ? ସେପଟେ ଆସିଛି ପୋଷ୍ଚଟମର୍ଟମ ରିପୋର୍ଟ। ଯେଉଁଥିରେ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି
#Bhubaneswar #Ragging #BJBCollege #Student #Police #ArgusNews