ଘୋଷଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି । ସୁରକ୍ଷା ଦାୟିତ୍ବରେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ । ପାର୍କିଂ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା । ଜଳ, ସ୍ଥଳ ଓ ଆକାଶ ମାର୍ଗରେ ବ୍ୟାପକ ସୁରକ୍ଷା, ପୁରୀ ପ୍ରବେଶ ପଥରେ ମୁତୟନ ହେବେ ଆତଙ୍କବାଦୀ ନିରୋଧ ବାହିନୀ ।
#RathaYatra #devotees #blueprint #security #policeforce #trafficsystem #vehicleparking #Puri #ArgusNews