#ରେଭେନ୍ସାକୁ_JNU_ମଡେଲ୍_କରିବାକୁ_ହେଉଛି_କି_ଚାଲ୍
#ବିଶ୍ଵବିଦ୍ୟାଳୟ_ଫିଲ୍ମ_ଫେଷ୍ଟିଭାଲରେ_ପ୍ରଦର୍ଶିତ_୨_ଫିଲ୍ମକୁ_ନେଇ_ତେଜିଲା_ବିବାଦ
ଗେ ଇଣ୍ଡିଆ ମାଟ୍ରିମୋନି ଓ ହଦ୍ ଅନହଦ ଚଳଚିତ୍ର ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠାଇଲେ ଛାତ୍ର । ଓଡ଼ିଶାର ଶିକ୍ଷାନୁଷ୍ଠାନରେ ଭାରତୀୟ ସଂସ୍କୃତି ଓ ହିନ୍ଦୁ ବିରୋଧୀ ବିଦ୍ବେଷ ବୁଣିବା ପଛରେ କିଏ ?
#ArgusNews #cuttack #RavenshawUniversity #Controvercy #filmfestival #Odisha