#ଧାନକିଣାରେ_ବ୍ୟାପକ_ଅବ୍ୟବସ୍ଥା
#ବିଧାନସଭା_ତଥ୍ୟରୁ_ରାଜ୍ୟ_ସରକାରଙ୍କ_ପୋଲ_ଖୋଲିଲା
ଏବେ ବି ରାଜ୍ୟର 1 ଲକ୍ଷ 67 ହଜାର 303 ଜଣ ପଞ୍ଜିକୃତ ଚାଷୀ ଧାନ ବିକିବାରୁ ବଞ୍ଚିତ । MSP ପାଇବାରୁ ବଞ୍ଚିତ ଓଡ଼ିଶାର ଚାଷୀ । ବାରମ୍ବାରର ମଣ୍ଡିଗୁଡ଼ିକରୁ ଅବ୍ୟବସ୍ଥାର ମାଳମାଳ ଚିତ୍ର ସାମ୍ନାକୁ ଆସୁଥିବା ରାଜ୍ୟ ସରକାର ଏହାକୁ ଖଣ୍ଡନ କରି ଆସୁଛନ୍ତି ।
#ArgusNews #RiceMandi #OdishaGovt #farmers #MSP #Assembly #PaddyFarmers #Odisha