ମୌଳିକ ସୁବିଧା ଅପହଞ୍ଚ । ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ସୁବିଧାରୁ ବଞ୍ଚିତ ଲୋକେ । ଉପାନ୍ତରେ ଦୁର୍ଗମର ଚିତ୍ର । ଦୁର୍ଗମରେ ଦୁର୍ଦ୍ଦଶା ଭୋଗୁଛନ୍ତି 20 ହଜାର ଲୋକେ । ଏ ହେଉଛି ପ୍ରସିଦ୍ଧ ଶୈବପୀଠ ବାବା ମଣିନାଗେଶ୍ୱର ପର୍ଯ୍ୟଟନସ୍ଥଳୀକୁ ରାସ୍ତା ।
#basicamenities #touristspot #ManiNageswarShivaTemple #RoadProblem #Balasore #ArgusNews