ରାଜ୍ୟ ସରକାରଙ୍କ କୋର୍ଟ ବେଞ୍ଚ ମିଛ ଧରାପଡ଼ିବା ପରେ ତେଜିଲା ଓକିଲ ଆନ୍ଦୋଳନ । ସମ୍ବଲପୁରରେ ଆଇନଜୀବୀଙ୍କ ସତ୍ୟାଗ୍ରହ । ବନ୍ଦ ରହିବ ସହରର ସମସ୍ତ ସରକାରୀ କାର୍ଯ୍ୟାଳୟ । ସହରସାରା ପୋଲିସ ଛାଉଣୀ । ସଂସଦରେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ଉତ୍ତର ଖୋଲିଥିଲା ରାଜ୍ୟ ସରକାରଙ୍କ ମିିଛ ପ୍ରତିଶ୍ରୁତିର ପୋଲ ।
#ArgusNews #Sambalpur #AdvocateProtest #Satyagraha #highcourtbench #Odisha