ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକର ଚକୁଳିଆବାହାଲ ପଞ୍ଚାୟତ । ୧୩ ଟି ଗ୍ରାମରେ ୪ ହଜାରରୁ ଉର୍ଦ୍ଧ ଲୋକ । ଏଠାକାର ପିଲାମାନେ ପ୍ରାଥମିକ ଶିକ୍ଷା ପରେ ଉଚ୍ଚ ଶିକ୍ଷାରୁ ବଂଚିତ । ଏହି ପଞ୍ଚାୟତର ହଜାରରୁ ଅଧିକ ପିଲା ହାଇସ୍କୁଲ ପାଠ ପଢି ନାହାନ୍ତି
#Sambalpur #Jamankira #School #OdishaGovt #ArgusNews