ଧର୍ମବିହାର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପାଳନ ହୋଇଛି ୭୪ତମ ସାଧାରଣତନ୍ତ୍ର ଦିବସ ସାଙ୍ଗକୁ ସରସ୍ବତୀ ପୂଜା । ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀଙ୍କୁ ନେଇ ପ୍ରଥମେ ଜାତୀୟ ପତକା ଉତ୍ତୋଳନ ହୋଇଛି ଏବଂ ପରେ ପରେ ମା ବାଗ୍ଦେବୀଙ୍କୁ ପୂଜା କରାଯାଇଛି ।
#ArgusNews #saraswatishishuvidyamandir #Saraswatipuja #74republicday #celebration #Odisha