#ବଢିପାରେ_ସ୍କୁଲ_ଛୁଟି
ଅହସ୍ୟ ହେଉଛି ତାତି। ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଏହାକୁ ଦେଖି ସ୍କୁଲ ଛୁଟି ବଢିପାରେ ବୋଲି ଚର୍ଚ୍ଚା ଯୋର ଧରିଛି। ଏଇ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗକୁ ବଡ ନିଷ୍ପତ୍ତି ନେଇପାରନ୍ତି । ଏବେ ହିଟ୍ ୱେଭ୍ ଯୋଗୁ ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୩୦ ଯାଏଁ କ୍ଲାସ ବନ୍ଦ ଅଛି । ତେବେ ଆଗକୁ ଯଦି ଏମିତି ଗ୍ରୀଷ୍ମ ପ୍ରବାହ ଲାଗିରହେ ତେବେ ୩୦ ତାରିଖ ପରେ SRCଙ୍କ ପରାମର୍ଶ ଅନୁସାରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ।
#Summer #heatwave #SummerVacation #schoolclosing #SRC #EducationMinister #Odisha #ArgusNews