#ସ୍କୁଲର_ମିଛ_ପ୍ରଚାର_ସତ_ଦୁର୍ଦ୍ଦଶା
#ବିଧାନସଭାରେ_ସ୍କୁଲ_ରୂପାନ୍ତରୀକରଣକୁ_ନେଇ_ପ୍ରଶ୍ନ
ବିଧାନସଭାରେ ସ୍କୁଲ ରୁପାନ୍ତରୀକରଣ କୁ ନେଇ ଗୃହରେ ସରଗରମ ଆଲୋଚନା । ରାଜ୍ୟରେ ଶିକ୍ଷକ ଅଭାବ ନେଇ ଗୃହରେ ଉଦବେଗ । ଉଭୟ ବିରୋଧୀ ଓ ଶାସକ ଦଳର ବିଧାୟକ ଅଭିଯୋଗ ଆଣିଛନ୍ତି ଯେ ସ୍କୁଲ ରୁପାନ୍ତରିତ ହେଉଛି କିନ୍ତୁ ଶିକ୍ଷକ ନାହାନ୍ତି ।
#ArgusNews #School #Development #Assembly #OdishaGovt #EducationDept #Odisha