ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ ଗିରଫ । ଏନେଇ ଇଓଡବ୍ଲୁ ଏସପି ଦିଲ୍ଲୀପ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି। ନୟାଗଡ଼ ଓଡ଼ଗାଁରୁ ଉଠାଇ ନେଇ ତାଙ୍କୁ ପଚରାଉଚରା କରାଯାଉଥିଲା । ଶେଷରେ ତାଙ୍କୁ ଗିରଫ କରାଯାଇଥିବା ନେଇ ଇଓଡବ୍ଲ୍ୟୁ ପକ୍ଷରୁ ସୂଚନା ଦିଆଯାଇଛି ।
#Seniorjournalist #ArdhenduDas #arrested #EOW #ArgusNews