ଭଦ୍ରକ ଅଞ୍ଚଳର ବାସିନ୍ଦା ନିତ୍ୟାନନ୍ଦ ପାଢ଼ୀ ଦୀର୍ଘ ୪୦ ବର୍ଷ ଧରି ୨୦୦ ରୁ ଉର୍ଦ୍ଧ୍ବ ନାଟକରେ ଅଭିନୟ କରି ଦର୍ଶକମାନଙ୍କ ମନୋରଞ୍ଜନ କରିଆସୁଛନ୍ତି । ନିତ୍ୟାନନ୍ଦ ପାଢ଼ୀ ଙ୍କୁ କଟକ ଏସସିବି ମେଡିକାଲର କାର୍ଡିଓଲୋଜି ବିଭାଗରେ ଭେଟିଲେ ଦୈତାରି ପଣ୍ଡା ।
#Bhadrak #jatraartist #DaitariPanda #ArgusNews #Odisha