ସ୍ବାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥାନ ପରିଦର୍ଶନରେ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶେଶ୍ବର ଟୁଡୁ । କଟକ ଜିଲ୍ଲା ଓଲଟପୁର ସ୍ଥିତ ଭାରତ ସରକାରଙ୍କ ଅଧିନ ଏହି ସଂସ୍ଥାନରେ କେନ୍ଦ୍ରମନ୍ତ୍ରୀ ରୋଗୀଙ୍କ ସୁବିଧା ଅସୁବିଧା ଓ ସଂସ୍ଥାନର ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ସହିତ ଆଜି ଆଲୋଚନା କରିଛନ୍ତି
#Cuttack #Niali #SVNIRTR #Centralminister #BisweswarTudu #ArgusNews