୨ ଦିନ ତାଳଚେର ବନ୍ଦକୁ ନେଇ ବିରୋଧ ପ୍ରଦର୍ଶନ । ଶିଳ୍ପାଞ୍ଚଳ ଶ୍ରମିକ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । ବନ୍ଦ ପାଇଁ ତାଳଚେରର ସମସ୍ତ ଠିକା ଶ୍ରମିକ, ଟ୍ରକ ମାଲିକ ଏବଂ ଜନସାଧାରଣଙ୍କୁ ଶହ ଶହ କୋଟି ଟଙ୍କା କ୍ଷତି ସହିବାକୁ ପଡିଛି । ତେଣୁ କାର୍ଯ୍ୟାନୁଷ୍ଠାନ ସହ, କ୍ଷତିଭରଣା ପାଇଁ ଦାବି କରିଛି ବେଜେପି ।
#ArgusNews #Talcher #CloseIssue #Protest #claimletter #demanded #BJP #Odisha