#କଞ୍ଚାମାଲ_ଅଭାବରୁ_ସଙ୍କଟରେ_ବୟନ_ଶିଳ୍ପ
#ଅବହେଳାର_ଶୀକାର_ବୁଣାକାର_ପରିବାର
ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ଅନନ୍ୟ ବୁଣାକାର ମାନଙ୍କ ଦ୍ଵାରା ପ୍ରସ୍ତୁତ ହସ୍ତତନ୍ତ ସାମଗ୍ରୀ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ହାସଲ କରିଛି । କିନ୍ତୁ ଉପଯୁକ୍ତ ଭିତ୍ତିଭୂମି ଓ ସରକାରୀ ମନୋଭାବର ଅଭାବ ଯୋଗୁଁ ଏହା ଆନ୍ତର୍ଜାତିକ ବଜାରରେ ପ୍ରତିଯୋଗିତାରୁ ପଛରେ ପଡିଯାଇଛି
#Textileindustry #Weaversfamily #Nabarangpur #Odisha #ArgusNews