#ମାଟ୍ରିକ_ପରୀକ୍ଷାର୍ଥୀ_ଅନୁପସ୍ଥିତ_ଘଟଣାରେ_ହାତ_ଟେକିଦେଲା_ବୋର୍ଡ
#ସ୍କୁଲ_ଓ_ଜିଲ୍ଲା_ଶିକ୍ଷାଅଧିକାରୀଙ୍କ_ଉପରକୁ_ଠେଲିଲେ_ଦୋଷ
ଚଳିତ ବୋର୍ଡ ପରୀକ୍ଷାରେ ଅନୁପସ୍ଥିତ ପରୀକ୍ଷାର୍ଥୀଙ୍କୁ ନେଇ ବିବାଦ ଥମିବାର ନାଁ ନେଉନି । ବଡ ପ୍ରଶ୍ନ, ଚଳିତ ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତଙ୍କ ସଂଖ୍ୟା କେତେ ? ବୋର୍ଡ କର୍ତ୍ତୃପକ୍ଷ ମୁହଁ ଖୋଲୁନଥିବା ବେଳେ ତଥ୍ୟ କହୁଛି ଏହି ସଂଖ୍ୟା ୪୩ ହଜାରରୁ ଅଧିକ।
#MatricExam #Student #Board #Odisha #ArgusNews