#ମାଟି_ପଥର_ରାସ୍ତା_ତିଆରି_କରି_ଚୁପ_ବସି_ରହିଛି_ଜିଲ୍ଲା_ପ୍ରଶାସନ
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରିବାକୁ କହି ପାଖା ପାଖି ୭ ବର୍ଷ ରୁ ଅଧିକା ସମୟ ବିତିସାରିଥିଲେ ମଧ୍ୟ ଏହାର ତଦାରଖ କରିବା ପାଇଁ ଆଜି ଯାଏ ଗାଁରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ପଡ଼ିଲା ନାହିଁ l ମାଲକାନଗିରି ବ୍ଲକ ନୂଆସୀମାଗୁଡ଼ି ଠାରୁ ଆରମ୍ଭ କରି ଟେଲିମେଟା ଗ୍ରାମ ପ୍ରଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଏକ ରାସ୍ତା ନିର୍ମାଣଧୀନ ଅବସ୍ଥାରେ ପଡ଼ିରହିଛି l
#Malkangiri #PradhanmantriYojana #Roadissue #Odisha #ArgusNews