ଯାଜପୁର ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମା ଝିଅଙ୍କ ମୃତ୍ୟୁ ଆକସ୍ମିକ ସଡ଼କ ଦୁର୍ଘଟଣା ନୁହଁ ଜାଣିଶୁଣି ଡ୍ରାଇଭର ଗାଡି ଚଢାଇ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ପରିବାର ପକ୍ଷରୁ ଅଭିଯୁକ୍ତକୁ କଠିନ ରୁ କଠିନ ଦଣ୍ଡ ଦେବା ସହିତ ଫାଶୀ ଦିଆଯାଉ ବୋଲି ଦାବି କରାଯାଇଛି l
#Jajpur #accident #MurderCase #punishment #Odisha #ArgusNews