#ଶେଷରେ_ଚେତିଲେ_ସରକାର
#ବିଜୁଳି_କାଟ୍_ସମସ୍ୟାର_ସମାଧାନ_ପାଇଁ_ବସିଲା_ବୈଠକ
ଦୀର୍ଘ 15 ଦିନ ହେବ ଘନ ଘନ ବିଜୁଳି କାଟ୍ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଜନଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି । ଭିଷଣ ଗରମ ସାଙ୍ଗକୁ ଘଣ୍ଟା ଘଣ୍ଟା ଧରି ହେଉଥିବା ପାଓ୍ବାର କଟ୍ କାରଣରୁ ଲୋକେ ତ୍ରାହୀ ତ୍ରାହୀ ଡାକୁଛନ୍ତି । ସବୁଠି ବଢିବାରେ ଲାଗିଛି ଜନ ଅସନ୍ତୋଷ
#Powercut #OdishaGovt #Odisha #ArgusNews