#ଓଡିଶାକୁ_ପୁଣି_ଫେରିଛି_ହକି_ବିଶ୍ବକପ
2018 ପରେ ଆସନ୍ତା ବର୍ଷ FIH ହକି ବିଶ୍ୱକପ ଆୟୋଜନ କରିବ ଓଡିଶା । ଏନେଇ ସଜେଇ ହେଉଛି ଓଡ଼ିଶାର ଦୁଇ ପ୍ରମୁଖ କଳିଙ୍ଗ ଓ ବିର୍ଷା ମୁଣ୍ଡା ଷ୍ଟାଡିଅମ । ଅନ୍ୟପଟେ ବିଶ୍ୱକପର ଉଦ୍ଗାଟନୀ ଉତ୍ସବ କଟକ ଐତିହାସିକ ବାରବାଟୀ ଷ୍ଟାଡିଅମରେ ଅନୁଷ୍ଠିତ ହେବ । ଜାହାକୁ ନେଇ ସବୁ ପସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ।
#ArgusNews #HockeyWorldCup #preparations #Bhubaneswar #KalingaStadium #BirshaMundaStadium #Odisha