ସ୍ତଶିଳ୍ପ ମହୋତ୍ସବ ନାଁରେ ପାଣିରେ ପଡ଼ିଲା ଲକ୍ଷ ଲକ୍ଷ ଟଙ୍କା । ବିପର୍ଯ୍ୟସ୍ତ ହେବାକୁ ବସିଲାଣି କଳା କୃତିଗ୍ରାମ । କାମରେ ଆସୁନି ୫ କୋଟିର ବିଲ୍ଡିଂ । ଯାହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ଢେଙ୍କାନାଳରୁ ଦେଖିବା ଏହି ରିପୋର୍ଟ
#Dhenkanal #ArtisanVillage #Sadeibereni #OdishaGovt #ArgusNews