କିଏ ସୁଆଦିଆ ଖାଦ୍ୟ ପସନ୍ଦ କରେ ତ କିଏ ଖୋଜିଥାଏ ପୁଷ୍ଟିକର ବ୍ୟଞ୍ଜନ । ଆଉ କିଏ ଦାମୀ ହୋଟଲର ନାମୀ ମେନ୍ୟୁ ଅନୁଯାୟୀ ଦେଇଥାଏ ଖାଦ୍ୟର ଅର୍ଡର । କିନ୍ତୁ ଗଞ୍ଜାମରେ ଆମେ ଏଭଳି ଜଣେ ଲୋକଙ୍କୁ ଭେଟିଲୁ ଯିଏ ଦିନକୁ ଖାଉଛନ୍ତି କେଜିଏ ବାଲି । ପୁଣି ଥରେ କି ଦୁଇଥର ନୁହଁ । ବିଗତ ୪୦ ବର୍ଷ ହେଲା ପରମ ତୃପ୍ତିର ସହ ବାଲି ଖାଉଛନ୍ତି ଗଂଜାମ କିଆଫୁଲ ଅତର ଭାଟିରେ କାମ କରୁଥିବା ଉତ୍ତରପ୍ରଦେଶର ନିଆରା ମଣିଷ ହରେଲାଲ ସଜେନା ।
#sand #sandeater #GoodNews #sanddiet #Ganjam #Odisha #ArgusNews