୭୫ତମ ସ୍ୱାଧୀନତା ବର୍ଷ ପୂର୍ତ୍ତି ଅବସରରେ ଏବେ ଘରେ ଘରେ ତ୍ରିରଙ୍ଗା ଉଡୁଛି । ଏବେ ସମଗ୍ର ଦେଶ ତ୍ରିରଙ୍ଗା ମୟ ହୋଇ ପଡିଥିଲାବେଳେ, ଏହାର ଏକ ଝଲକ ମଧ୍ୟ କାକଟପୁରରେ ଦେଖିବାକୁ ମିଳିଛି । ସତାଧିକ ଯୁବବର୍ଗ ଏକ ୨୦୦ଫୁଟ ଲମ୍ବର ତ୍ରିରଙ୍ଗାକୁ ଧରି ବନ୍ଦେ ମାତରଂ, ଭାରତ ମାତା କି ଜୟ ର ନାରା ଦେଇ ପଦଯାତ୍ରା ଆରମ୍ଭ କରିଥିଲେ
#Puri #Kakatpur #IndependenceDay #TrirangaRally #Odisha #ArgusNews